ଅଶାନ୍ତ ବସ୍ତି, ଗଡ଼ୁଛି ମୁଣ୍ଡ : ଫେଲ ମାରିଛି ‘ବସ୍ତିକୁ ଚାଲ’ ଅଭିଯାନ

ନିଶା କାରବାର ଯୋଗୁଁ ବଢ଼ୁଛି ଅପରାଧ ଭୁବନେଶ୍ବର : ଜୁନ୍ ୨୦୧୫ । ହଠାତ୍ ଦିନେ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତି ପାଲଟି ଯାଇଥିଲା ରଣକ୍ଷେତ୍ର। ନିଶା କାରବାର ପେଣ୍ଠରେ ଚଢ଼ଉ କରିବାକୁ ଯାଇ ନିଶା‌ ବେପାରୀଙ୍କ ଆକ୍ରମଣରୁ ବର୍ତ୍ତି ପାରି ନଥିଲା ପୁଲିସ। ସାମ୍ନାକୁ ଆସିଥିଲା ଦୀର୍ଘ ଦିନ ଧରି ସେଠାରେ ବ୍ରାଉନସୁଗାର କାରବାରର ମଙ୍ଗ ଧରିଥିବା ଲେଡି ଡନ୍ ଶୈଳ ରଣସିଂ ଓ ତା’ ପରିବାରଲୋକଙ୍କ କାରନାମା। … Continue reading ଅଶାନ୍ତ ବସ୍ତି, ଗଡ଼ୁଛି ମୁଣ୍ଡ : ଫେଲ ମାରିଛି ‘ବସ୍ତିକୁ ଚାଲ’ ଅଭିଯାନ